ଭୁବନେଶ୍ୱର: ନୟାପଲ୍ଲୀ ଅଞ୍ଚଳର ଏକ ହୁକା ବାର୍ ଉପରେ ଚଢାଉ; ୨ ହୁକା, ହୁକାରେ ବ୍ୟବହୃତ ପାଇପ୍ ଓ ବିଭିନ୍ନ ସାମଗ୍ରୀ ଜବତ