ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ପାଇଁ ବିଜେଡି ମୁଖ୍ୟାଳୟ ସାମ୍ନାରେ ପ୍ରାୟ ୫ ମିନିଟ୍ ଅଟକିଲା ଆମ୍ବୁଲାନ୍ସ: ଚାରି ଦିଗରୁ ଗାଡ଼ି ଗୁଡ଼ିକୁ ଅଟକାଇ ଥିଲା ଟ୍ରାଫିକ ପୋଲିସ, ଫରେଷ୍ଟପାର୍କରୁ ଏଜି ଯାଏ ଗାଡ଼ିମୋଟର ଜାମ୍ ହୋଇଯାଇଥିଲା, ଜାମ୍ରେ ଫସି ଯାଇଥିଲା ଗୁରୁତର ରୋଗୀଙ୍କୁ ନେଉଥିବା ଆମ୍ବୁଲାନ୍ସ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।