ଭୁବନେଶ୍ୱର: ଡାକ୍ତର ରବୀନ୍ଦ୍ରନାଥ ରଥ ମୃତ୍ୟୁ ଘଟଣା; ମୃତଦେହ ଉଠାଇଥିବା ୪ ଜଣଙ୍କୁ ଜିଆରପିର ଜେରା, ରବୀନ୍ଦ୍ରଙ୍କ ଫୋନକୁ ଶେଷ କଲ୍ କରିଥିବା ଲୋକ ସହିତ ବିଏମ୍‌ସି କର୍ମଚାରୀ ଓ ତାଙ୍କ ସ୍ତ୍ରୀଙ୍କୁ ନୋଟିସ୍