ଭୁବନେଶ୍ୱର: ନିର୍ବାଚନ ପ୍ରସ୍ତୁତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଭୋଟର ତାଲିକା ସଂଶୋଧନ ଓ ବୁଥସ୍ତରୀୟ ଏଜେଣ୍ଟ ନେଇ ଆଲୋଚନା ହେଉଛି, ବିଜେଡିରୁ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା, ବିଜେପିରୁ ସମୀର ମହାନ୍ତି, ପୀତାମ୍ବର ଆଚାର୍ଯ୍ୟ ଓ କଂଗ୍ରେସରୁ ଉପସଭାପତି ଶିବାନନ୍ଦ ରାୟ ଉପସ୍ଥି