ଚିଲିକା ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ପ୍ରସଙ୍ଗ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଲେ- ହେଲିକପ୍ଟର ଉଡ଼ାଣ ଦ୍ୱାରା କିଛି ଜୈବ ବିବିଧତା ନଷ୍ଟ ହୋଇନି, ହେଲିକପ୍ଟର ଶବ୍ଦରେ ମତ୍ସ୍ୟଜୀବୀ ଯାହା ଭୟଭୀତ ହୋଇଛନ୍ତି, ତେବେ ଯାହା କିଛି ହୋଇଛି ଥାନାରେ ଏତଲା ହୋଇଛି