ବ୍ରହ୍ମପୁରରେ ଜାଲ୍ ନୋଟ୍ କାରଖାନା ଠାବ କଲା ପୋଲିସ୍: ଭୁବନେଶ୍ୱର ତମାଣ୍ଡୋରେ ଟଙ୍କା ବଦଳ ବେଳେ ଧରିଲା ପୋଲିସ୍; ସାଢ଼େ ୪ ଲକ୍ଷରୁ ଅଧିକ ଜାଲ୍ ନୋଟ୍ ଜବତ, ପ୍ରିଣ୍ଟର, କଲର ଓ ସ୍ୱତନ୍ତ୍ର କାଗଜ ଜବତ, ୨ ମାଷ୍ଟର ମାଇଣ୍ଡ ସମେତ ୫ ଜଣ ଗିରଫ