ଭୁବନେଶ୍ୱର: ହାଇଟେକ୍ ମେଡ଼ିକାଲ କଲେଜ ହଷ୍ଟେଲରୁ ଡାକ୍ତରୀ ଛାତ୍ରଙ୍କ ଝୁଲନ୍ତ ମୃତ ଦେହ ଉଦ୍ଧାର,ମୃତ ଛାତ୍ରଙ୍କ ନାଁ ନୀହାର ରଞ୍ଜନ ରାଉତ, ତାଙ୍କ ଘର ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ