ବିଜେପୁର ଉପନିର୍ବାଚନ ନେଇ ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଦଳର ବରିଷ୍ଠ ନେତା ଓ ପ୍ରାର୍ଥୀ ରୀତା ସାହୁ ଉପସ୍ଥିତ, ନାମାଙ୍କନ ଦାଖଲ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଚାଲିଛି ଆଲୋଚନା