ଆଜି ପ୍ରକାଶ ପାଇବ ବିଜେପୁର ଉପନିର୍ବାଚନ ରେଜଲ୍ଟ: ସକାଳ ୮ଟାରୁ ପଦ୍ମପୁର ଅଞ୍ଚଳ କଲେଜରେ ଭୋଟ୍ ଗଣତି, ୧୪ଟି ଟେବୁଲରେ ପ୍ରାୟ ୨୧ ରାଉଣ୍ଡ ଗଣତି ହେବ, ଗଣତି ବେଳେ ୧କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ମୁତୟନ ରହିବେ