ବିଜେପୁର ଉପନିର୍ବାଚନ ପାଇଁ ଅପରାହ୍ନ ୫ଟାରେ ବିଧିବଦ୍ଧ ଭାବେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି, ଭୋଟ ଗ୍ରହଣ ପାଇଁ ବିଭିନ୍ନ ବୁଥକୁ ଗଲେ ପୋଲିଂ କର୍ମଚାରୀ, ୨୪ ତାରିଖରେ ଭୋଟ ଗ୍ରହଣ, ୨୮ରେ ଗଣତି