ବିଜେପୁର ଉପନିର୍ବାଚନ ଲାଗି ବିଧିବଦ୍ଧ ବିଜ୍ଞପ୍ତି ଜାରି: ଫେବୃଆରୀ ୬ ନାମାଙ୍କନ ଦାଖଲର ଶେଷ ତାରିଖ, ୭ ତାରିଖରେ ନାମାଙ୍କନ ଯାଞ୍ଚ, ୯ ତାରିଖରେ ପ୍ରତ୍ୟାହାର ଓ ୨୪ରେ ନିର୍ବାଚନ