ବିଜେପୁର ଉପ ନିର୍ବାଚନ ଭୋଟ୍ ଗଣତି: ଅଷ୍ଟମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡି ଆଗୁଆ; ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କଠାରୁ ବିଜେଡି ପ୍ରାର୍ଥୀ ରୀତା ସାହୁ ୧୯,୦୫୫ ଭୋଟ୍‌ରେ ଆଗୁଆ