ବିଜେଡିରୁ ନିଲମ୍ବନ ନେଇ କେନ୍ଦ୍ରାପଡ଼ା ଗସ୍ତ ଅବସରରେ ସାଂସଦ ବୈଜୟନ୍ତ ପଣ୍ଡା କହିଲେ- ମୁଖ୍ୟମନ୍ତ୍ରୀ ଚକ୍ରାନ୍ତ ବୁଝିପାରିଲେନି, ସେଥିପାଇଁ ମୁଁ ଦୁଃଖିତ, ମୁଁ କେନ୍ଦ୍ରାପଡ଼ା ଆସିଛି ଲୋକଙ୍କ ସହ ଆଲୋଚନା କରିବାକୁ