ଆଗରୁ ଦଳ ଠିକ୍‌ ଚାଲିଥିଲା, ୩ରୁ ୪ ବର୍ଷ ହେଲା ଅସୁବିଧା ହୋଇଛି; କିଛି ଲୋକ ନିଜ ହିତରେ ଦଳକୁ କବଜା କରି ନେଇଛନ୍ତି: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା