ରାଜ୍ୟସଭା ଟିକେଟ ଆବଣ୍ଟନ ପରେ CM ନବୀନ ପଟ୍ଟନାୟକଙ୍କ ତୁଷ୍ଟୀକରଣ:ମୁନ୍ନା ଖାଁ ହେଲେ ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ, ପ୍ରଭାତ ଆଦିତ୍ୟ ମିଶ୍ର ହେଲେ ଆଗ୍ରୋ ଇଣ୍ଡଷ୍ଟ୍ରୀ ନିଗମ ଅଧ୍ୟକ୍ଷ, ରାମକୃଷ୍ଣ ଦାସ ମହାପାତ୍ର ହେଲେ କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ, କୃତ୍ତିବାସ ପାତ୍ର ହେଲେ ଆପିକଲ ଅଧ୍ୟକ୍ଷ