ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ଗୋଟିଏ ପଦବୀରେ ୫ ମାସ ପୂରୁନି: ଆଇପିଏସଙ୍କ ଅପାରଗତା ନା ପ୍ରଶାସନିକ ଆବଶ୍ୟକତା?
ରାଜ୍ୟ ପୁଲିସ ପ୍ରଶାସନରେ ଆଇପିଏସ ଅଫିସରମାନଙ୍କୁ ଗୋଟିଏ ପଦବୀରେ ୩ରୁ ୫ ମାସ ବି କାମ କରିବାର ସୁଯୋଗ ମିଳୁନି। କେଉଁ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ମାତ୍ର ୩ ମାସରେ ବଦଳି ତ ଆଉ କାହାକୁ ୫ ମାସରେ ବଦଳି କରିଦିଆଯାଉଛି। ଆଇପିଏସ୍ ଅଫିସରଙ୍କ ତୁହାକୁ ତୁହା ବଦଳି ନିଷ୍ପତ୍ତି ବାସ୍ତବରେ ପ୍ରଶାସନିକ ଆବଶ୍ୟକତା ନା ଅଫିସରଙ୍କ ଅପାରଗତାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Politics
ଅଚ୍ୟୁତଙ୍କ କିଟ୍ : ବର୍ଷକୁ ଲାଭ ୨୦୦କୋଟି, ସିଏସଆର ଖର୍ଚ୍ଚ ଶୂନ
ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ-୧୯୮୦ ଆଧାରରେ ପଞ୍ଜିକୃତ କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିବର୍ଷ ମୋଟାଅଙ୍କର ଆର୍ଥିକ ଲାଭ କରୁଛି । କିଟ୍ ଡିମଡ୍ ବିଶ୍ୱବିଦ୍ୟାଳୟର ୨୦୧୮-୧୯ରୁ ୨୦୨୩-୨୪ ଆର୍ଥିକବର୍ଷର ବାଲାନ୍ସସିଟ୍ ଓ ଅଡିଟ୍ ରିପୋର୍ଟ ଏହି ସଙ୍କେତ ଦେଉଛି ।

Politics
କିଟ୍ ବିବାଦ: ଚାପି ଦେବାକୁ ଚାଲିଛି କି ମସୁଧା,୧୨ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ
କିଟ୍ ବିବାଦ ଘଟଣାର ପ୍ରାୟ ୧୨ଦିନ ପରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ(ଓସା) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ତାଙ୍କର ସାମନ୍ତବାଦ ନୀତିକୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି । ଏହାସହିତ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Politics
ପରାଜୟ ପରେ କେଉଁଠି ଅଛନ୍ତି ଅରବିନ୍ଦ କେଜ୍ରିୱାଲ?
ଦିଲ୍ଲୀ ବିଧାନସଭା ଆରମ୍ଭ ହେବା କ୍ଷଣି ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନ ହୋଇଛି। ଏହି ସମୟରେ ହଟ୍ଟଗୋଳ କରି ଆପ୍ର ୨୧ ଜଣ ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ତଥାପି କେଜ୍ରିୱାଲ ସାମ୍ନାକୁ ଆସି କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନାହାନ୍ତି।

Politics
ସଂସଦକୁ ଯିବେ କି ଅରବିନ୍ଦ କେଜ୍ରିୱାଲ? ଆପ୍ର ନୂଆ ଗୋଟି ଚାଳନାକୁ ନେଇ ଚର୍ଚ୍ଚା
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍ ପରାସ୍ତ ହେବା ପରେ ଏବେ କେଜ୍ରିୱାଲ ନିଜର ଓ ନିଜ ଦଳର ଅସ୍ଥିତ୍ୱକୁ ଜାତୀୟ ସ୍ତରରେ କାଏମ ରଖିବାକୁ ଚାହୁଁଛନ୍ତି।