ଟିଟୋ ସହ ଲିଙ୍କ୍ ନେଇ ବିଜେପି ଓ କଂଗ୍ରେସର ଅଭିଯୋଗ ପ୍ରସଙ୍ଗ: ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ କହିଲେ- ତଦନ୍ତକାରୀ ସଂସ୍ଥା କାମ କରୁଛି, ସ୍ୱାଧୀନ ଭାବେ କାମ କରିବାକୁ ଦିଆଯାଉ, ରାଜନୈତିକ କଥା ଯେଉଁମାନେ ଯୋଡୁଛନ୍ତି ତାହା ଉଦ୍ଦେଶ୍ୟମୂଳକ, କେବଳ ରାଜନୈତିକ ଫାଇଦା ପାଇଁ ଡିଆଇଜିଙ୍କୁ ଭେଟୁଛନ୍ତି Edited By OdishaReporter Bureau | By On Aug 10, 2018 Share ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।