ଟିଟୋ ସହ ଲିଙ୍କ୍ ନେଇ ବିଜେପି ଓ କଂଗ୍ରେସର ଅଭିଯୋଗ ପ୍ରସଙ୍ଗ: ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ କହିଲେ- ତଦନ୍ତକାରୀ ସଂସ୍ଥା କାମ କରୁଛି, ସ୍ୱାଧୀନ ଭାବେ କାମ କରିବାକୁ ଦିଆଯାଉ, ରାଜନୈତିକ କଥା ଯେଉଁମାନେ ଯୋଡୁଛନ୍ତି ତାହା ଉଦ୍ଦେଶ୍ୟମୂଳକ, କେବଳ ରାଜନୈତିକ ଫାଇଦା ପାଇଁ ଡିଆଇଜିଙ୍କୁ ଭେଟୁଛନ୍ତି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।