ଦାମୋଦର ରାଉତଙ୍କ ବହିଷ୍କାର ପରେ ପାରାଦୀପ ବିଧାନସଭା ଉପରେ ଆଖି ପକାଇଲେ ବିଷ୍ଣୁ ଦାସ, କହିଲେ- ପାରାଦୀପରୁ ଲଢ଼ିବାକୁ ପ୍ରସ୍ତୁତ, ଦଳ ଓ ମୁଖ୍ୟମନ୍ତ୍ରୀ ଚାହିଁଲେ ପାରାଦୀପରୁ ଲଢ଼ିବି, ଦାମ ଏକୁଟିଆ, ଆମ ପାଖରେ ଦଳ ଓ ସଂଗଠନ ଅଛି