ପୁରୁଣା ନେତା BJD କୁ ଫେରିବା ଚର୍ଚ୍ଚା ପ୍ରସଙ୍ଗରେ ବୈଜୟନ୍ତ ପଣ୍ଡା କହିଲେ-ବିଗତ ଦିନରେ କିଛି ନେତା ଷଡଯନ୍ତ୍ରର ଶିକାର ହୋଇ ବାହାରି ଯାଇଥିଲେ, ସେମାନେ ଯଦି ଫେରନ୍ତି ତାହାହେଲେ ଭଲ