ବନାବିରା ଆକ୍ରମଣ ଘଟଣାରେ ମୃତ ଦିଲେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି, ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ, ଦିଲେଶ୍ୱରଙ୍କ ପିଲାଙ୍କ ପଢ଼ା ଖର୍ଚ୍ଚ ବିଜେଡି ବହନ କରିବ: ମୁଖ୍ୟମନ୍ତ୍ରୀ