କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଲେ- କୁନ୍ଦୁଲି ଘଟଣାରେ ବିଜେଡିର ଶାସନରୁ ହଟିବା ସ୍ଥିତି ଉପୁଜିପାରେ