ବିଜେଡିରୁ ବୈଜୟନ୍ତଙ୍କୁ ନିଲମ୍ବନ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଲେ- ବିଜେଡିରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ, ବୈଜୟନ୍ତ ଠିକ୍ କାମ କରୁଥିଲେ