ବରଗଡ଼ ପ୍ରେସ୍‌ମିଟରେ ସାଂଘାତିକ ଅଭିଯୋଗ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ:କହିଲେ- ବିଜେପୁରକୁ ଶହେ କର୍ମଚାରୀଙ୍କୁ ପଠାଉଛନ୍ତି ପାଣ୍ଡିଆନ; ସେମାନଙ୍କୁ ସ୍ୱତନ୍ତ୍ର ଭାବେ ଛୁଟି ଦେଇ ପଠାଉଛନ୍ତି