ବନାବିରା ଘଟଣାକୁ ନେଇ ଧର୍ମେନ୍ଦ୍ରଙ୍କୁ ପ୍ରତାପଙ୍କ ଟାର୍ଗେଟ ପ୍ରସଙ୍ଗରେ ବିଜେପି ଉପସଭାପତି ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା: କହିଲେ ଯେତେ ହିଂସା ଘଟିଛି ସବୁ ବିଜେଡି କରିଛି: ବିଜେପି, ଧର୍ମେନ୍ଦ୍ରଙ୍କ ନାଁରେ ମିଥ୍ୟାରୋପ ବିଜେଡିର ପ୍ରବୃତ୍ତି ପାଲଟିଛି