ଗୁରୁପ୍ରିୟା ସେତୁ ନିର୍ମାଣରେ ଠିକାଦାରଙ୍କୁ ଅହେତୁକ ସୁବିଧା ପ୍ରସଙ୍ଗ: ରାଜଭବନ ଯାଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା ବିଜେପି, ଗୁରୁପ୍ରିୟା ସେତୁରେ ଅଧିକ ୭୩ କୋଟି ୯୧ ଲକ୍ଷ ଖର୍ଚ୍ଚ ହୋଇଛି, ଘଟଣାର ସିବିଆଇ ତଦନ୍ତ ଦାବି କଲା ବିଜେପି ପ୍ରତିନିଧି ଦଳ