ବ୍ରହ୍ମଗିରି: ତୋରଣ ଗାଁରେ ବାଣ ଫୁଟି ୨ ଭାଇ ଗୁରୁତର, ଦୁଇ ଭାଇଙ୍କ ବୟସ ୮ ଓ ୧୧ ବର୍ଷ, ଉଭୟ ଡାକ୍ତରଖାନାରେ ଭର୍ତ୍ତି; ଅଫୁଟା ବାଣକୁ ନେଇ ଚୁଲିରେ ପକାଇବା ବେଳେ ବିସ୍ଫୋରଣ