ସାଲେପୁର: ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ବନ୍ଧ ଭାଙ୍ଗିଲା, ଗୋପୀନାଥପୁର ଶାସନ ସାହି ନିକଟରେ ବନ୍ଧ ଭାଙ୍ଗିଲା, ୩୦ ଫୁଟ୍‌ର ଘାଇ ସହ ଆଖପାଖ ବିଲରେ ପାଣି ପଶିଲା