ବ୍ରହ୍ମଗିରି: ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ମଝି ଚିଲିକାର ମହିଁଷାକୁଦାରେ ଫସିଛି ଯାତ୍ରୀବାହୀ ଡଙ୍ଗା, ଯାନ୍ତ୍ରିକ ତ୍ରୁଟି ପାଇଁ ପ୍ରାୟ ଏକ ଘଣ୍ଟା ହେଲା ଫସି ରହିଛି ଡଙ୍ଗା; ଡଙ୍ଗାରେ ପ୍ରାୟ ୨୦ ଜଣ ଯାତ୍ରୀ ଓ ୭ ବାଇକ୍ ରହିଛି

ok-darling

Tapaswini Nayak
  • Published: Wednesday, 19 September 2018
  • , Updated: 19 September 2018, 01:53 PM IST

Related story