ପୁଣି ଆଦିବାସୀଙ୍କ ପାଇଁ ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ରାଜ୍ୟରେ ଆରମ୍ଭ ହେବ ଓଡ଼ିଶା ମିଲେଟ୍ ମିଶନ; ବାଜରା ଚାଷ ପାଇଁ ଆସନ୍ତା ବର୍ଷ ଖର୍ଚ୍ଚ ହେବ ଶହେ କୋଟି, ଆଦିବାସୀଙ୍କ ସହ ଢିପ ଅଞ୍ଚଳର ୫ ଲକ୍ଷ ଚାଷୀ ଉପକୃତ ହେବେ

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।