ରାଜ୍ୟ ସରକାରଙ୍କ ‘ମୁଁ ହିରୋ’କୁ କଂଗ୍ରେସ ଓ ବିଜେପିର ସମାଲୋଚନା: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଲେ- ଓଡ଼ିଶାର ଯୁବକ ଏବେ ଜିରୋ, ସରକାର ପ୍ରଥମେ ଜିରୋଙ୍କୁ ହିରୋ କରନ୍ତୁ