ଭୁବନେଶ୍ୱର: କଂଗ୍ରେସ ଭବନରେ କେନ୍ଦ୍ରୀୟ ଟିମ୍ ସହ ବିଧାୟକ ଦଳ ବୈଠକ ଆରମ୍ଭ, ବୈଠକରେ ପିସିସି ସଭାପତି, ପ୍ରଭାରୀ, ୩ ସାଧାରଣ ସମ୍ପାଦକ ଉପସ୍ଥିତ, ନରସିଂହ ମିଶ୍ରଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମଧ୍ୟ ସାମିଲ୍