ଭଞ୍ଜନଗର: ଡୁମାକୁମ୍ପା ପଞ୍ଚାୟତ ନୂଆପଲ୍ଲୀ ଗାଁ ନାଳ କଡ଼ରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ଯୁବକଙ୍କ ପେଟରେ ଗଭୀର କ୍ଷତ; ମୃତଦେହ ପାଖରେ ଏକ ବନ୍ଧୁକ ପଡ଼ିଥିବାରୁ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି