କଟକ: କୋରାପୁଟ ଜିଲ୍ଲା କୁନ୍ଦୁଲିରେ ନାବାଳିକା ଗଣବଳାତ୍କାର ଘଟଣାର ତଦନ୍ତ DGP ଦ୍ୱାରା କରିବାକୁ ହାଇକୋର୍ଟରେ ଆଉ ଏକ ଜନସ୍ୱାର୍ଥ ମାମଲା