ଆଜି ୬୯ତମ ସାଧାରଣତନ୍ତ୍ର ଦିବସ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ