କଟକ: ଏସ୍‌ସିବି ୟୁରୋଲୋଜି ବିଭାଗ ପିଜି ଛାତ୍ରଙ୍କ ଆନ୍ଦୋଳନ ପ୍ରସଙ୍ଗ: ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ପିଜି ଛାତ୍ରଙ୍କ ଆଲୋଚନା ବିଫଳ, ଆନ୍ଦୋଳନ ଚାଲୁ ରଖିବାକୁ ପିଜି ଛାତ୍ରଙ୍କ ନିଷ୍ପତ୍ତି