କଟକ: ୟୁରୋଲୋଜି ବିଭାଗ ମୁଖ୍ୟଙ୍କ ମନୋମୁଖି କାର୍ଯ୍ୟର ପ୍ରତିବାଦରେ #SCB ରେ ପିଜି ଛାତ୍ରଙ୍କ ଆନ୍ଦୋଳନକୁ ହାଉସ୍ ସର୍ଜନଙ୍କ ସମର୍ଥନ ମିଳିଛି, ପ୍ରତିବାଦରେ କାର୍ଯ୍ୟ ବନ୍ଦ କଲେ ହାଉସ୍ ସର୍ଜନ ସଂଘ