କଟକରେ ଜଳବନ୍ଦୀ ସମସ୍ୟାକୁ ନେଇ ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର କହିଲେ,ଜଳ ନିଷ୍କାସନ ପାଇଁ ସହରରେ ୧୪୦ଟି ପମ୍ପ୍ କାର୍ଯ୍ୟକ୍ଷମ ଅଛି, ଆଉ ୨ଟି ଉଚ୍ଚକ୍ଷମତା ସଂପନ୍ନ ପମ୍ପ ଲାଗି ବ୍ୟବସ୍ଥା ହେଉଛି, ଆଜି ସନ୍ଧ୍ୟା ସୁଦ୍ଧା ସହରରୁ ଜଳ ନିଷ୍କାସିତ ହୋଇଯିବା ସମ୍ଭାବନା

sleep

Rakesh Mallick
  • Published: Wednesday, 27 June 2018
  • , Updated: 27 June 2018, 02:38 PM IST

Related story