ଜୟପୁର: ବୋରିଗୁମ୍ମା ଥାନା ଡାଙ୍ଗରା ନିକଟ ଜଙ୍ଗଲରେ ସିଆରସିଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ମୃତଦେହ ପାଖରେ ଏକ ବାଇକ୍ ପଡ଼ିଛି, କେହି ପୋଡ଼ି ମାରିଥିବା ସନ୍ଦେହ