୫ ଜଣିଆ ଉଚ୍ଚସ୍ତରୀୟ ସୁରକ୍ଷା ପ୍ରତିନିଧିଙ୍କ ସହ ଗୁରୁପ୍ରିୟା ସେତୁର ସୁରକ୍ଷା ଯାଞ୍ଚ କଲେ ଡିଜିପି ଆର.ପି. ଶର୍ମା: ଡିଜିପିଙ୍କ ସହ ଆର୍‌ପି କୋଚେ, ଆର୍‌କେ ଶର୍ମା, ଓ ଘନଶ୍ୟାମ ଉପାଧ୍ୟାୟ ସାମିଲ ଥିଲେ