ଢେଙ୍କାନାଳ: ପିଡିଏସ୍ ଚାଉଳକୁ ନେଇ ପର୍ବତିଆ, ଜୁଆଙ୍ଗ ଓ ନୂଆସାହି ଲୋକଙ୍କ ମଧ୍ୟରେ ଅସନ୍ତୋଷ; ୧ ନମ୍ବର ୱାର୍ଡରେ ଦିଆଯାଇଥିବା ଚାଉଳରେ ପୋକ ସାଲୁବାଲୁ, ଘଟଣାସ୍ଥଳରେ କାଉନସିଲର, ଚାଉଳ ଫେରସ୍ତ ପାଇଁ ଦାବି

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।