ଢେଙ୍କାନାଳ: ୧ନଂ ଓ୍ୱାର୍ଡରେ ପୋକରା ଚାଉଳ ବଣ୍ଟନ ଘଟଣା; ବ୍ୟାଗ ଭର୍ତ୍ତି ପୋକରା ଚାଉଳ ଧରି ଜିଲ୍ଲାପାଳଙ୍କୁ ଦେଖାଇବାକୁ ଆସିଲେ ଲୋକେ, ଜିଲ୍ଲାପାଳ ଅଫିସ୍‌ରେ ୱାର୍ଡ଼ବାସୀଙ୍କ ହୋହଲ୍ଲା, ଯୋଗାଣ ଅଧିକାରୀଙ୍କୁ ଘେରିଲେ ଲୋକେ