ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଡିଏମ୍‌କେ ସୁପ୍ରିମୋ ଏମ୍‌. କରୁଣାନିଧିଙ୍କ ପରଲୋକ: ମୃତ୍ୟୁ ବେଳକୁ କରୁଣାନିଧିଙ୍କ ବୟସ ୯୪ ବର୍ଷ ହୋଇଥିଲା, ସେ ତାମିଲନାଡ଼ୁର ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ