ଭୁବନେଶ୍ୱର: ୬୭ ଲକ୍ଷ ଟଙ୍କା ଠକେଇ ମାମଲାରେ EOW କଟକରୁ ସୂର୍ଯ୍ୟକାନ୍ତ ଦାସଙ୍କୁ ଗିରଫ କଲା, ସୂର୍ଯ୍ୟକାନ୍ତ ନିଜକୁ ଶିକ୍ଷକ ପରିଚୟ ଦେଇ ଋଣ ନେଇଥିଲେ