ସ୍କୁଲରେ ଝାଡ଼ୁ ନକରିବାରୁ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ମାଡ଼ ଘଟଣା: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଲେ- ଆମ ରାଜ୍ୟରେ ଏସବୁ କ’ଣ ଚାଲିଛି, ଏହା ଆଦୌ ଗ୍ରହଣୀୟ ନୁହେଁ, ଏହା ଅତ୍ୟନ୍ତ ଘୃଣ୍ୟ, ଆମ ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ଏହା ସୂଚାଉଛି