ସ୍କୁଲରେ ଝାଡ଼ୁ ନକରିବାରୁ ଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ମାଡ଼ ଘଟଣା: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଲେ- ଆମ ରାଜ୍ୟରେ ଏସବୁ କ’ଣ ଚାଲିଛି, ଏହା ଆଦୌ ଗ୍ରହଣୀୟ ନୁହେଁ, ଏହା ଅତ୍ୟନ୍ତ ଘୃଣ୍ୟ, ଆମ ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ଏହା ସୂଚାଉଛି

wink

Ordigital Desk
  • Published: Friday, 03 August 2018
  • , Updated: 03 August 2018, 02:32 PM IST

Related story