ଯାଜପୁର: ଯାଜପୁର ରୋଡ୍ ମୁଣ୍ଡମାଳ ଗାଁରେ ବ୍ୟାସନଗର ତହସିଲଦାର ଓ ଆରଆଇଙ୍କ ସମେତ କିଛି କର୍ମଚାରୀଙ୍କୁ ପିଟିଲେ ଲୋକେ, ବେଆଇନ ମୋରମ ଅନ୍‌ଲୋଡ୍‌ ବେଳେ ଚଢ଼ାଉ କରିବାରୁ ମାଡ଼, ୫ଜଣ ଅଟକ