ଜଳେଶ୍ୱର: ଏନ୍ଏଚ୍-୬୦ ଜମାଲପୁର ନିକଟରେ ଗୋରୁ ଟ୍ରକ୍ ଜବତ; ୩୮ ଗୋରୁ ଉଦ୍ଧାର, ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଟ୍ରକ୍ ଖରାପ ହେବାରୁ ଧରିଲା ପୁଲିସ୍