ଜଳେଶ୍ୱର: ଲଗାଣ ବର୍ଷା ଯୋଗୁଁ ବସ୍ତା ବ୍ଲକରେ ବନ୍ୟା ଆଶଙ୍କା; ବଢ଼ୁଛି ଜଳକା ଓ ସୁବର୍ଣ୍ଣରେଖା ନଦୀର ଜଳସ୍ତର, ମଥାନିଠାରେ ବିପଦ ସଙ୍କେତ ଉପରେ ଜଳକା ଜଳ ପ୍ରବାହିତ, ସୁବର୍ଣ୍ଣରେଖାର ଜଳସ୍ତର ୮.୮୬କୁ ବୃଦ୍ଧି, ବିପଦ ସଙ୍କେତ ରହିଛି ୧୦.୩୬