କେନ୍ଦ୍ରାପଡ଼ାରେ ପହଞ୍ଚିଲେ ସାଂସଦ ବୈଜୟନ୍ତ ପଣ୍ଡା: ନିଲମ୍ୱନ ପରେ ତାଙ୍କର ଏହା ପ୍ରଥମ କେନ୍ଦ୍ରାପଡ଼ା ଗସ୍ତ, ପହଞ୍ଚିବା ପରେ ମିଳିଲା ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା, ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ