ପଟ୍ଟାମୁଣ୍ଡାଇ: କଦଳୀବଣ ଗାଁ ବାଉଁଶ ବୁଦାରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ; ହାତର ବିଭିନ୍ନ ସ୍ଥାନରେ କଟା ଦାଗ ଥିବା ସୂଚନା, ଯୁବତୀଙ୍କ ପ୍ରେମିକ ହତ୍ୟା କରି ଟାଙ୍ଗି ଦେଇଥିବା ଅଭିଯୋଗ